ଭଗବାନ ସାରା ବିଶ୍ୱକୁ ରକ୍ଷା କରନ୍ତୁ
ଆମେ ଭାଗବତରେ ପଢ଼ିଛୁ — 'କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ ।' ଏଣୁ ସାରା ବିଶ୍ୱରେ ଏବେ ଯେଉଁ ଅସ୍ଥିରତା ଓ ଅଶାନ୍ତି ବଢ଼ି ଚାଲିଛି, ଏସବୁ କ'ଣ ଭଗବାନ କରାଉଛନ୍ତି ?